ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଞ୍ଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଞ୍ଚ   ବିଶେଷ୍ୟ

ଅର୍ଥ : ବାଷ୍ପରେ ଚାଲୁଥିବା ନୌକା

ଉଦାହରଣ : ବାଷ୍ପଚାଳିତ ନୌକା ଆମକୁ ଗଙ୍ଗା ପାରିକଲା

ସମକକ୍ଷ : ନୌକା, ବାଷ୍ପଚାଳିତ ନୌକା, ବାଷ୍ପୀୟ ନୌକା, ବାଷ୍ପୀୟ ପୋତ, ଷ୍ଟିମର

वह नौका जो वाष्प से चलती हो।

हमने वाष्प नौका से गंगा को पार किया।
अगिन बोट, अगिनबोट, वाष्प नौका, वाष्प पोत, वाष्प यान, स्टीमर

A boat propelled by a steam engine.

steamboat

ଅର୍ଥ : ଦ୍ୱିପହରର ଭୋଜନ

ଉଦାହରଣ : ଆଜି ଆମେମାନେ ଏକାଠି ମଧ୍ୟାହ୍ନ ଭୋଜନ କରିବୁ

ସମକକ୍ଷ : ଦ୍ୱିପହର ଭୋଜନ, ମଧ୍ୟାହ୍ନ ଭୋଜନ

दिन के मध्य में ग्रहण किया जाने वाला भोजन।

आज दोपहर का भोजन हमलोग साथ में बैठकर करेंगे।
दुपहर-भोजन, दोपहर-भोजन, मध्यांतर आहार, मध्यान्तर आहार, लंच, लञ्च

A midday meal.

dejeuner, lunch, luncheon, tiffin

ଅର୍ଥ : ମୋଟର ଚାଳିତ ନୌକା ଯାହାର ଡେକ ଅଧା ବା ସଂପୂର୍ଣ୍ଣ ଖୋଲାରହେ

ଉଦାହରଣ : ଏହି ସମୁଦ୍ରରେ ବହୁତ ବେଗରେ ଲଞ୍ଚ ଚାଲେ

एक प्रकार की मोटर नौका जिसका डेक खुला रहता है या आधा ही होता है।

वह समुद्र में लॉन्च को बहुत तेजी से भगा रहा है।
लांच, लान्च, लॉन्च

A motorboat with an open deck or a half deck.

launch