ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଇଲୋକ୍ଟ୍ରନିକ୍ ମାଧ୍ୟମରେ ଅଭିଲିଖିତ ତଥା ପ୍ରସ୍ତୁତ ଧ୍ବନି
ଉଦାହରଣ : ଅନ୍ଧଙ୍କୁ ପଢାଇବା ନେଇ ଶ୍ରବ୍ୟ ବହୁତ ଆବଶ୍ୟକ ବୋଲି ପ୍ରମାଣିତ ହୋଇଛି
ସମକକ୍ଷ : ଅଡିଓ, ଶ୍ରବ୍ୟ
इलेक्ट्रॉनिक माध्यमों से अभिलिखित तथा प्रस्तुत ध्वनि।
The audible part of a transmitted signal.
ଅର୍ଥ : ଯାହା ଶୁଣାଯାଇପାରିବ
ଉଦାହରଣ : ତାର ଧୀର ଶ୍ରବଣୀୟ ସ୍ୱରରେ ଏକ ପ୍ରକାରର ମଧୁରତା ଅଛି ତାର ସ୍ୱର ଧୀର ମନ୍ଥର କିନ୍ତୁ ଶ୍ରବଣୀୟ
ସମକକ୍ଷ : ଶ୍ରବଣୀୟ, ଶ୍ରବ୍ୟ
जो सुना जा सके।
Heard or perceptible by the ear.
ସଂସ୍ଥାପନ କରନ୍ତୁ