ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ରବଣୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ରବଣୀୟ   ବିଶେଷଣ

ଅର୍ଥ : ଯାହା ଶୁଣିବା ଯୋଗ୍ୟ

ଉଦାହରଣ : ସେ ଯେଉଁଭଳି ଭାଷା ବ୍ୟବହାର କରୁଛି ତାହା ଶ୍ରବଣୀୟ ନୁହେଁ

ସମକକ୍ଷ : ଶୁଣିବାଯୋଗ୍ୟ, ଶ୍ରବ୍ୟ

जो सुनने योग्य हो या जिसे सुनना चाहिए।

बड़ों की श्रवणीय बातों पर विचार करना चाहिए।
वह जिस तरह की भाषा का उपयोग करता है वह श्रवणीय नहीं है।
श्रवणीय, श्रवनीय, श्रव्य, श्रोतव्य

ଅର୍ଥ : ଯାହା ଶୁଣାଯାଇପାରିବ

ଉଦାହରଣ : ତାର ଧୀର ଶ୍ରବଣୀୟ ସ୍ୱରରେ ଏକ ପ୍ରକାରର ମଧୁରତା ଅଛି ତାର ସ୍ୱର ଧୀର ମନ୍ଥର କିନ୍ତୁ ଶ୍ରବଣୀୟ

ସମକକ୍ଷ : ଶ୍ରବ୍ୟ, ଶ୍ରୋତବ୍ୟ

जो सुना जा सके।

उसकी धीमी पर श्रवणीय स्वर में एक तरह की मिठास है।
उसकी आवाज धीमी है लेकिन श्रवणीय है।
श्रवणीय, श्रवनीय, श्रव्य, श्रोतव्य

Heard or perceptible by the ear.

He spoke in an audible whisper.
audible, hearable