ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୁଖିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୁଖିବା   କ୍ରିୟାପଦ

ଅର୍ଥ : ଜଳ, ଆର୍ଦ୍ରତା ଆଦି ନ ରହିବା ବା କମିଯିବା

ଉଦାହରଣ : ଅତ୍ୟଧିକ ଗରମ ଯୋଗୁଁ ଛୋଟ ଛୋଟ ପୋଖରୀଗୁଡିକ ଶୁଖି ଗଲେଣି

ସମକକ୍ଷ : ଶୁଷ୍କ ହେବା

जल, नमी आदि का न रहना या कम हो जाना।

अत्यधिक गर्मी के कारण छोटे-छोटे तालाब सूख रहे हैं।
उकठना, शुष्क होना, सूखना

Become dry or drier.

The laundry dries in the sun.
dry, dry out

ଅର୍ଥ : ଆଦ୍ରତା, ଜଳୀୟଅଂଶଆଦି ଶୁଖିଯିବା

ଉଦାହରଣ : ଅତ୍ୟଧିକ ଖରା ଯୋଗୁଁ ଛୋଟ ଛୋଟ ଗଛ ଶୁଖିଯାଉଛି

नमी, तरी आदि का निकल जाना।

अत्यधिक धूप के कारण सब्जियाँ सूख रही हैं।
रसहीन होना, सूखना

Become dry or drier.

The laundry dries in the sun.
dry, dry out