ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୁଖା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୁଖା   ବିଶେଷ୍ୟ

ଅର୍ଥ : ବର୍ଷାର ଅଭାବ ବା ବର୍ଷାହୀନ ହେବାର ଅବସ୍ଥା ବା ଭାବ

ଉଦାହରଣ : ମରୁଡ଼ି କାରଣରୁ ଏବର୍ଷ ଫସଲ ଖରାପ ହେଇଯାଇଛି

ସମକକ୍ଷ : ଅନାବୃଷ୍ଟି, ବର୍ଷାହୀନତା, ମରୁଡ଼ି

वर्षा का अभाव या वर्षाहीन होने की अवस्था या भाव।

सूखे के कारण इस साल फ़सल प्रभावित हुई है।
अनावर्षण, अनावृष्टि, अवग्रह, अवर्षण, अवर्षा, वर्षप्रतिबंध, वर्षप्रतिबन्ध, वर्षाहीनता, सूखा

A shortage of rainfall.

Farmers most affected by the drought hope that there may yet be sufficient rain early in the growing season.
drought, drouth

ଶୁଖା   ବିଶେଷଣ

ଅର୍ଥ : ଯାହାର କାନ୍ତି ମଳିନ ପଡ଼ିଯାଇଛି

ଉଦାହରଣ : ମା’ଙ୍କୁ ଦେଖିଲାପରେ ପୁଅର ମ୍ଳାନ ଚେହେରା ହସି ଉଠିଲା

ସମକକ୍ଷ : ମ୍ଳାନ

जिसकी कान्ति मलिन पड़ गई हो।

माँ को देखते ही बेटे का म्लान चेहरा खिल उठा।
कुम्हलाया, तेजोहीन, निस्तेज, फीका, मुरझाया, म्लान

Affected or marked by low spirits.

Is dejected but trying to look cheerful.
dejected