ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୀକର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୀକର   ବିଶେଷ୍ୟ

ଅର୍ଥ : ପବନରେ ମିଶିଥିବା ବାଷ୍ପ ଯାହା ରାତିର ଥଣ୍ଡାରେ ଜମାହୋଇ କ୍ଷୁଦ୍ରକଣା ରୂପରେ ପଡ଼େ

ଉଦାହରଣ : ଗତ ରାତିରେ ଅତ୍ୟଧିକ କାକର ପଡିଛି

ସମକକ୍ଷ : କାକର, କୁହୁଡି, ନିହାର, ମିହିକା, ହୈମ

हवा में मिली हुई भाप जो रात की सर्दी से जमकर कणों के रूप में गिरती है।

पिछली रात से अत्यधिक ओस गिर रही है।
अवश्याय, आवस, ओस, निशाजल, निहार, मिहिका, शबनम, शीकर, शीत, सीकर, हैम

Water that has condensed on a cool surface overnight from water vapor in the air.

In the morning the grass was wet with dew.
dew

ଅର୍ଥ : ପାଣିର ବୁନ୍ଦା

ଉଦାହରଣ : ପଦ୍ମ ପତ୍ର ଉପରେ ଛିଟିକି ପଡ଼ିଥିବା ଜଳକଣା ସୂର୍ଯ୍ୟ କିରଣରେ ମୋତି ଭଳି ଚମକୁଛି

ସମକକ୍ଷ : ଜଳକଣା, ପାଣି ଥୋପା, ପାଣି ବୁନ୍ଦା

पानी की बूँद।

पद्म-पत्र पर छिटके जलकण सूर्य-प्रकाश में मोती से चमक रहे हैं।
अपसार, अफशाँ, अफशान, अफ़शाँ, अफ़शान, जलकण, शीकर, सीकर

A small indefinite quantity (especially of a liquid).

He had a drop too much to drink.
A drop of each sample was analyzed.
There is not a drop of pity in that man.
Years afterward, they would pay the blood-money, driblet by driblet.
drib, driblet, drop