ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିଳାଲେଖ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିଳାଲେଖ   ବିଶେଷ୍ୟ

ଅର୍ଥ : ପଥର ଉପରେ ଲେଖା ବା ଖୋଦେଇ ହୋଇଥିବା ପ୍ରାଚୀନ ଲେଖ

ଉଦାହରଣ : ଖନନରୁ ମିଳିଥିବା ଶିଳାଲେଖରୁ ଆମେ ପ୍ରାଚୀନ ସଭ୍ୟତା ବିଷୟରେ ଜାଣିପାରୁ

ସମକକ୍ଷ : ଅଭିଲେଖ

पत्थर पर लिखा या खुदा हुआ कोई प्राचीन लेख।

खुदाई से मिले हुए शिलालेखों से हमें प्राचीन सभ्यता का ज्ञान होता है।
शिलालेख

An engraved inscription.

epigraph