ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିଲେଖ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିଲେଖ   ବିଶେଷ୍ୟ

ଅର୍ଥ : କୌଣସି ବିଷୟରେ ଲେଖା ଯାଇଥିବା ସବୁ ବିବରଣ

ଉଦାହରଣ : ଏହି ଅଭିଲେଖ ଉନବିଂଶ ଶତାବ୍ଦୀର

ସମକକ୍ଷ : ଆଲେଖ, ରେକର୍ଡ଼୍

किसी विषय के संबंध में लिखी हुई सब बातें।

यह अभिलेख अठारहवीं शताब्दी का है।
अभिलेख, आलेख, तहरीर, दस्तावेज, दस्तावेज़, रिकार्ड, रिकॉर्ड, रेकार्ड, रेकॉर्ड

Anything (such as a document or a phonograph record or a photograph) providing permanent evidence of or information about past events.

The film provided a valuable record of stage techniques.
record

ଅର୍ଥ : ପଥର ଉପରେ ଲେଖା ବା ଖୋଦେଇ ହୋଇଥିବା ପ୍ରାଚୀନ ଲେଖ

ଉଦାହରଣ : ଖନନରୁ ମିଳିଥିବା ଶିଳାଲେଖରୁ ଆମେ ପ୍ରାଚୀନ ସଭ୍ୟତା ବିଷୟରେ ଜାଣିପାରୁ

ସମକକ୍ଷ : ଶିଳାଲେଖ

पत्थर पर लिखा या खुदा हुआ कोई प्राचीन लेख।

खुदाई से मिले हुए शिलालेखों से हमें प्राचीन सभ्यता का ज्ञान होता है।
शिलालेख

An engraved inscription.

epigraph