ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିରା   ବିଶେଷ୍ୟ

ଅର୍ଥ : ଚିନି ଆଦିକୁ ରାନ୍ଧି ପ୍ରସ୍ତୁତ କରାଯାଉଥିବା ରସ ଯେଉଁଥିରେ ମିଠା ଆଦିକୁ ବୁଡ଼ାଇ ରଖାଯାଏ

ଉଦାହରଣ : ଗୁଡ଼ିଆ ଜିଲାପିଗୁଡ଼ିକୁ ଛାଣି ଚିନି ଶିରାରେ ପକାଉଥିଲା

चीनी आदि को पकाकर बनाया हुआ वह घोल जिसमें डुबाकर मिठाइयाँ रखी जाती हैं।

हलवाई जलेबियों को छानकर पाग में डालता जा रहा था।
चाशनी, पाक, पाग, शीरा, सिरप, सीरप

Sugar and water and sometimes corn syrup boiled together. Used as sweetening especially in drinks.

sugar syrup

ଅର୍ଥ : ପତ୍ରର ମଝିରେ-ମଝିରେ ରହିଥିବା ସରୁ ସରୁ ତନ୍ତୁ

ଉଦାହରଣ : ମାଧୁର୍ଯ୍ୟା ଓସ୍ତପତ୍ରର ଶିରାକୁ ବହୁତ ସୁନ୍ଦରକରି ଆଙ୍କିଛି

पतले रेशे या तंतु जो पत्तों में बीच-बीच में होते हैं।

माधुर्या ने पीपल पत्ते की नस पर बहुत सुंदर चित्रकारी की है।
नस, रग

ଅର୍ଥ : ଶରୀରର ଯେଉଁ ରକ୍ତ ଧମନଦ୍ୱାରା ଶରୀରର ଭିନ୍ନ ଭିନ୍ନ ଅଙ୍ଗକୁ ରକ୍ତ ଯାଇ ହୃଦୟରେ ପହଞ୍ଚେ

ଉଦାହରଣ : ଶରୀରର ଅଶୁଦ୍ଧ ରକ୍ତ ଶିରା ମାଧ୍ୟମରେ ହୃଦୟ ପର୍ଯ୍ୟନ୍ତ ପହଞ୍ଚିଥାଏ

शरीर में रक्त की वह नस जिसके द्वारा शरीर के भिन्न-भिन्न अंगों से रक्त चलकर हृदय तक पहुँचता है।

शरीर का अशुद्ध रक्त शिरा के माध्यम से हृदय तक पहुँचता है।
शिरा

A blood vessel that carries blood from the capillaries toward the heart.

All veins except the pulmonary vein carry unaerated blood.
vein, vena, venous blood vessel

ଅର୍ଥ : ଶରୀରରେ ତନ୍ତୁମୟ ସଂଯୋଜକ ଊତକରେ ତିଆରି ସେହି ନଳୀ ଯାହା ମାଂସପେଶୀର ହାଡ଼ ବା ଅନ୍ୟ ଭାଗମାନଙ୍କ ସହିତ ସଂଲଗ୍ନ କରେ

ଉଦାହରଣ : ଆମ ଶରୀରରେ ଗୋଇଠିର ପଛରେ ସବୁଠାରୁ ମୋଟା ତଥା ସବୁଠାରୁ ଶକ୍ତ ଧମନୀ ଥାଏ

ସମକକ୍ଷ : ଧମନୀ

शरीर में तंतुमय संयोजी ऊतक की बनी वह नली जो पेशी को हड्डी या अन्य भागों से संलग्न करती है।

हमारे शरीर में एड़ी के पीछे सबसे मोटी तथा सबसे मज़बूत कंडरा होती है।
कंडरा, कण्डरा, टेंडन, टेण्डन, टैंडन, टैण्डन, नस, स्नु

A cord or band of inelastic tissue connecting a muscle with its bony attachment.

sinew, tendon