ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧମନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧମନୀ   ବିଶେଷ୍ୟ

ଅର୍ଥ : ଶରୀରର ଯେଉଁ ନଳୀଦ୍ୱାରା ହୃଦୟରୁ ବିଶୁଦ୍ଧ ରକ୍ତ ସାରା ଶରୀରକୁ ପ୍ରବାହିତ ହୁଏ

ଉଦାହରଣ : ଧମନୀରେ ବିଶୁଦ୍ଧ ରକ୍ତ ପ୍ରବାହିତ ହୁଏ

शरीर की वह नली जिसके द्वारा हृदय से चलकर शुद्ध रक्त सारे शरीर में पहुँचता है।

धमनी में शुद्ध रक्त बहता है।
धमनी

A blood vessel that carries blood from the heart to the body.

arteria, arterial blood vessel, artery

ଅର୍ଥ : ଶରୀରରେ ତନ୍ତୁମୟ ସଂଯୋଜକ ଊତକରେ ତିଆରି ସେହି ନଳୀ ଯାହା ମାଂସପେଶୀର ହାଡ଼ ବା ଅନ୍ୟ ଭାଗମାନଙ୍କ ସହିତ ସଂଲଗ୍ନ କରେ

ଉଦାହରଣ : ଆମ ଶରୀରରେ ଗୋଇଠିର ପଛରେ ସବୁଠାରୁ ମୋଟା ତଥା ସବୁଠାରୁ ଶକ୍ତ ଧମନୀ ଥାଏ

ସମକକ୍ଷ : ଶିରା

शरीर में तंतुमय संयोजी ऊतक की बनी वह नली जो पेशी को हड्डी या अन्य भागों से संलग्न करती है।

हमारे शरीर में एड़ी के पीछे सबसे मोटी तथा सबसे मज़बूत कंडरा होती है।
कंडरा, कण्डरा, टेंडन, टेण्डन, टैंडन, टैण्डन, नस, स्नु

A cord or band of inelastic tissue connecting a muscle with its bony attachment.

sinew, tendon