ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିବିର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିବିର   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ କାର୍ଯ୍ୟପାଇଁ କରାଯାଇଥିବା ସେହି ଆୟୋଜନ ଯେଉଁଥିରେ ଲୋକଙ୍କ ଅଂଶ ଗ୍ରହଣ କରିବା ଅପେକ୍ଷିତ ହୋଇଥାଏ

ଉଦାହରଣ : ଏହି ଶିବିର ଦୁଇ ଦିନ ଚାଲିବ

ସମକକ୍ଷ : କ୍ୟାମ୍ପ

किसी विशिष्ट कार्य के लिए किया गया वह आयोजन जिसमें लोगों की सहभागिता अपेक्षित हो।

यह शिविर दो दिन चलेगा।
कैंप, कैम्प, शिविर

ଅର୍ଥ : ସୈନିକମାନଙ୍କ ରହିବାପାଇଁ ସ୍ଥାନ

ଉଦାହରଣ : ଏହା ଗୋର୍‌ଖା ରେଜିମେଣ୍ଟର ଛାଉଣୀ

ସମକକ୍ଷ : ଛାଉଣୀ, ସୈନିକ ଶିବିର

सैनिकों के रहने का स्थान।

यह गोरखा रेजीमेंट की छावनी है।
अवस्कंद, अवस्कन्द, कंपू, छावनी, पड़ाव, विक्षेप, शिविर, सैनिक शिविर

Temporary living quarters specially built by the army for soldiers.

Wherever he went in the camp the men were grumbling.
bivouac, camp, cantonment, encampment

ଅର୍ଥ : ଗୋଟିଏ ଶିବିରରେ ଏକ ସାଥୀରେ ରହୁଥିବା ଲୋକସମୂହ

ଉଦାହରଣ : ଶ୍ୟାମର ଥଟ୍ଟାମଜା ଶୁଣି ସାରା ଶିବିର ହସରେ ଫାଟିପଡ଼ିଲା

ସମକକ୍ଷ : କ୍ୟାମ୍ପ, ଛାଉଣୀ

लोगों का वह समूह जो एक साथ किसी शिविर में रहता है।

श्याम का चुटकुला सुनकर पूरा शिविर हँसने लगा।
कैंप, कैम्प, शिविर

A group of people living together in a camp.

The whole camp laughed at his mistake.
camp

ଅର୍ଥ : ଏହି ସ୍ଥାନ ଯେଉଁଠି ଅସ୍ଥାୟୀ ଭାବରେ କେତେକ ଲୋକ କୌଣସି ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟରେ ମିଳିତ ହୋଇଥାନ୍ତି

ଉଦାହରଣ : ମୋତିଆବିନ୍ଦୁର ମାଗଣା ଚିକିତ୍ସା କରିବାପାଇଁ ଡାକ୍ତରମାନେ ଦଶଦିନିଆ ଶିବିରର ଆୟୋଜନ କରିଛନ୍ତି

ସମକକ୍ଷ : କ୍ୟାମ୍ପ, ଛାଉଣୀ

वह स्थान जहाँ अस्थाई रूप से कुछ लोग मिलकर किसी विशेष कार्य या उद्देश्य से रहें।

मोतियाबिंद का मुफ़्त इलाज करने के लिए डाक्टरों ने दस दिनों का शिविर लगाया है।
कैंप, कैम्प, शिविर

A site where people on holiday can pitch a tent.

bivouac, campground, camping area, camping ground, camping site, campsite, encampment