ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ୟାମ୍ପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ୟାମ୍ପ   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ କାର୍ଯ୍ୟପାଇଁ କରାଯାଇଥିବା ସେହି ଆୟୋଜନ ଯେଉଁଥିରେ ଲୋକଙ୍କ ଅଂଶ ଗ୍ରହଣ କରିବା ଅପେକ୍ଷିତ ହୋଇଥାଏ

ଉଦାହରଣ : ଏହି ଶିବିର ଦୁଇ ଦିନ ଚାଲିବ

ସମକକ୍ଷ : ଶିବିର

किसी विशिष्ट कार्य के लिए किया गया वह आयोजन जिसमें लोगों की सहभागिता अपेक्षित हो।

यह शिविर दो दिन चलेगा।
कैंप, कैम्प, शिविर

ଅର୍ଥ : ଶିଶୁମାନେ ଗରମରୁ ସୁରକ୍ଷା ପାଇବାଲାଗି ଦେଖାଶୁଣା କରିବା ଏବଂ ଏଥିନେଇ କ୍ରିୟାକଳାପର ବ୍ୟବସ୍ଥା କରାଯାଇଥିବା କ୍ଷେତ୍ର

ଉଦାହରଣ : ଆମ ସ୍କୁଲର ପିଲେ କ୍ୟାମ୍ପକୁ ଯାଉଛନ୍ତି

ସମକକ୍ଷ : କ୍ୟାଂପ

* वह क्षेत्र जहाँ गर्मी के मौसम में बच्चों की देखरेख और उनके लिए क्रिया-कलापों की व्यवस्था की जाती है।

हमारे स्कूल के बच्चे कैंप में जा रहे हैं।
कैंप, कैम्प

Temporary lodgings in the country for travelers or vacationers.

Level ground is best for parking and camp areas.
camp

ଅର୍ଥ : ଗୋଟିଏ ଶିବିରରେ ଏକ ସାଥୀରେ ରହୁଥିବା ଲୋକସମୂହ

ଉଦାହରଣ : ଶ୍ୟାମର ଥଟ୍ଟାମଜା ଶୁଣି ସାରା ଶିବିର ହସରେ ଫାଟିପଡ଼ିଲା

ସମକକ୍ଷ : ଛାଉଣୀ, ଶିବିର

लोगों का वह समूह जो एक साथ किसी शिविर में रहता है।

श्याम का चुटकुला सुनकर पूरा शिविर हँसने लगा।
कैंप, कैम्प, शिविर

A group of people living together in a camp.

The whole camp laughed at his mistake.
camp

ଅର୍ଥ : ଏହି ସ୍ଥାନ ଯେଉଁଠି ଅସ୍ଥାୟୀ ଭାବରେ କେତେକ ଲୋକ କୌଣସି ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟରେ ମିଳିତ ହୋଇଥାନ୍ତି

ଉଦାହରଣ : ମୋତିଆବିନ୍ଦୁର ମାଗଣା ଚିକିତ୍ସା କରିବାପାଇଁ ଡାକ୍ତରମାନେ ଦଶଦିନିଆ ଶିବିରର ଆୟୋଜନ କରିଛନ୍ତି

ସମକକ୍ଷ : ଛାଉଣୀ, ଶିବିର

वह स्थान जहाँ अस्थाई रूप से कुछ लोग मिलकर किसी विशेष कार्य या उद्देश्य से रहें।

मोतियाबिंद का मुफ़्त इलाज करने के लिए डाक्टरों ने दस दिनों का शिविर लगाया है।
कैंप, कैम्प, शिविर

A site where people on holiday can pitch a tent.

bivouac, campground, camping area, camping ground, camping site, campsite, encampment

ଅର୍ଥ : ଗୋଟିଏ ପ୍ରକାରର ଜେଲ୍

ଉଦାହରଣ : ଚୀନରେ ରାଜନୈତିକ ବନ୍ଦୀଙ୍କ ଲାଗି କିଛି କ୍ୟାମ୍ପ ରହିଛି

ସମକକ୍ଷ : କ୍ୟାଂପ

एक प्रकार की जेल।

चीन में राजनैतिक कैदियों के लिए कई कैंप हैं।
कैंप, कैम्प