ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାସ୍ତ୍ରାର୍ଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାସ୍ତ୍ରାର୍ଥ   ବିଶେଷ୍ୟ

ଅର୍ଥ : ଶାସ୍ତ୍ରର ଅର୍ଥ

ଉଦାହରଣ : ବିନା ଗୁରୁରେ ଶାସ୍ତ୍ରାର୍ଥକୁ ବୁଝି ହୁଏନାହିଁ

शास्त्र का अर्थ।

बिना गुरु के शास्त्रार्थ को नहीं समझा जा सकता।
शास्त्रार्थ

ଅର୍ଥ : ତାତ୍ତ୍ୱିକ ବାଦ-ବିବାଦ

ଉଦାହରଣ : ଶାସ୍ତ୍ରାର୍ଥ ସମସ୍ତଙ୍କ ଶକ୍ତି ମଧ୍ୟରେ ନଥାଏ

तात्त्विक वाद-विवाद।

शास्त्रार्थ सबके बस की बात नहीं है।
शास्त्रार्थ

ଅର୍ଥ : ଶାସ୍ତ୍ରର ଉପଯୁକ୍ତ ଅର୍ଥରେ ପହଞ୍ଚିବା ପାଇଁ ହେଉଥିବା ତର୍କ-ବିତର୍କ ବା ବିବାଦ

ଉଦାହରଣ : ରାଜା ଜନକ ଶାସ୍ତ୍ରାର୍ଥ ପାଇଁ ଅନେକ ବିଦ୍ୱାନ,ଋଷିଙ୍କୁ ଆମନ୍ତ୍ରିତ କରିଥିଲେ

वह तर्क-वितर्क या विवाद जो शास्त्र के सही अर्थ तक पहुँचने के लिए होता है।

राज जनक ने शास्त्रार्थ के लिए कई विद्वत् ऋषियों को आमंत्रित किया।
शास्त्रार्थ