ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାସକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାସକ   ବିଶେଷ୍ୟ

ଅର୍ଥ : ଯେ ଶାସନ କରେ

ଉଦାହରଣ : ଶିବାଜୀ ଜଣେ କୁଶଳୀ ଶାସକ ଥିଲେ

ସମକକ୍ଷ : ଶାସନକର୍ତ୍ତା

वह जो शासन करता हो।

शिवाजी एक कुशल शासक थे।
अनुशासक, अमीर, दंडधर, दण्डधर, नियंता, नियन्ता, शासक, हुक्मराँ

A person who rules or commands.

Swayer of the universe.
ruler, swayer

ଅର୍ଥ : ଯାହା ହାତରେ କ୍ଷମତା ଅଛି

ଉଦାହରଣ : କ୍ଷମତାଧାରୀ ଇଂରେଜମାନେ ଶାସନାଧୀନ ଭାରତୀୟମାନଙ୍କ ଉପରେ ବହୁତ ଜୁଲୁମ୍‌ କରିଥିଲେ

ସମକକ୍ଷ : କ୍ଷମତାଧାରୀ, କ୍ଷମତାପନ୍ନ, ସତ୍ତାଧାରୀ

वह जिसके हाथ में सत्ता हो।

अंग्रेज सत्ताधारियों ने गुलाम भारतीयों पर बहुत ज़ुल्म किये।
सत्ताधारी, सत्ताधिकारी, सत्ताधीश

(usually plural) persons who exercise (administrative) control over others.

The authorities have issued a curfew.
authority