ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସତ୍ତାଧାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସତ୍ତାଧାରୀ   ବିଶେଷ୍ୟ

ଅର୍ଥ : ଯାହା ହାତରେ କ୍ଷମତା ଅଛି

ଉଦାହରଣ : କ୍ଷମତାଧାରୀ ଇଂରେଜମାନେ ଶାସନାଧୀନ ଭାରତୀୟମାନଙ୍କ ଉପରେ ବହୁତ ଜୁଲୁମ୍‌ କରିଥିଲେ

ସମକକ୍ଷ : କ୍ଷମତାଧାରୀ, କ୍ଷମତାପନ୍ନ, ଶାସକ

वह जिसके हाथ में सत्ता हो।

अंग्रेज सत्ताधारियों ने गुलाम भारतीयों पर बहुत ज़ुल्म किये।
सत्ताधारी, सत्ताधिकारी, सत्ताधीश

(usually plural) persons who exercise (administrative) control over others.

The authorities have issued a curfew.
authority

ସତ୍ତାଧାରୀ   ବିଶେଷଣ

ଅର୍ଥ : ଯେ ସତ୍ତା ପ୍ରାପ୍ତ କରିଛି

ଉଦାହରଣ : ସତ୍ତାରୂଢ଼ ରାଜାଙ୍କୁ ଷଡଯନ୍ତ୍ର କରି ହତ୍ୟା କରିଦିଆଗଲା

ସମକକ୍ଷ : ସତ୍ତାରୂଢ

जो सत्ता प्राप्त किए हो।

सत्तारूढ़ राजा की षड़यंत्र कर हत्या कर दी गई।
सत्ताधारी, सत्तारूढ़

Holding office.

The in party.
in