ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଠେକୁଆ ଜାତିର ଓ ସେହି ପରି ଗୋଟିଏ ଜନ୍ତୁ ଯାହାକି ଏହାଠାରୁ ସାମାନ୍ୟ ବଡ଼
ଉଦାହରଣ : ଗାଇଆଳ ଦଉଡ଼ିକରି ଠେକୁଆକୁ ଧରିନେଲା
ସମକକ୍ଷ : ଠେକୁଆ
खरगोश की जाति और उसी तरह का एक जंतु जो उससे थोड़ा बड़ा होता है।
Swift timid long-eared mammal larger than a rabbit having a divided upper lip and long hind legs. Young born furred and with open eyes.
ଅର୍ଥ : ମୂଷା ଭଳି କିନ୍ତୁ ତାଠାରୁ ବଡ଼ ଏକ ପ୍ରସିଦ୍ଧ ଜନ୍ତୁ
ଉଦାହରଣ : ଠେକୁଆ ଶାକାହାରୀ
ସମକକ୍ଷ : ଠେକୁଆ, ଶଶା
सफेद, भूरे, मटमैले रंग का एवं मुलायम रोएँवाला मध्यम आकार का एक डरपोक जीव।
Any of various burrowing animals of the family Leporidae having long ears and short tails. Some domesticated and raised for pets or food.
ଅର୍ଥ : ଏସିଆ ଓ ପଶ୍ଚିମ-ଉତ୍ତର ଆମେରିକାରେ ପଥୁରିଆ ଅଞ୍ଚଳରେ ଗାତ କରି ରହୁଥିବା ଛୋଟଛୋଟ କାନଥିବା ସ୍ତନଧାରୀ ଛୋଟଜୀବ
ଉଦାହରଣ : ପାଇକା ଠେକୁଆ ପରି ଦେଖାଯାଏ
ସମକକ୍ଷ : ପାଇକା
एक छोटा और छोटे-छोटे कानोंवाला स्तनधारी जो एशिया और पश्चिमी-उत्तरी अमरीका के चट्टानी क्षेत्रों में बिल बनाकर रहता है।
Small short-eared burrowing mammal of rocky uplands of Asia and western North America.
ସଂସ୍ଥାପନ କରନ୍ତୁ