ଅର୍ଥ : ଠେକୁଆ ଜାତିର ଓ ସେହି ପରି ଗୋଟିଏ ଜନ୍ତୁ ଯାହାକି ଏହାଠାରୁ ସାମାନ୍ୟ ବଡ଼
ଉଦାହରଣ :
ଗାଇଆଳ ଦଉଡ଼ିକରି ଠେକୁଆକୁ ଧରିନେଲା
ସମକକ୍ଷ : ଶଶକ
ଅର୍ଥ : ଯେଉଁ ଠେକୁଆର ମାଂସ ଖିଆଯାଏ
ଉଦାହରଣ :
ମାଛ ନୁହେଁ ଶୀଲା ଆଜି ଠେକୁଆ ମାଂସ ପ୍ରସ୍ତୁତ କରୁଛି
ସମକକ୍ଷ : ଠେକୁଆ ମାଂସ