ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶଗଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶଗଡ଼   ବିଶେଷ୍ୟ

ଅର୍ଥ : ରଥ ଭଳି ଏକ ବଳଦ ଗାଡ଼ି

ଉଦାହରଣ : ସେ (ଯାତ୍ରୀବାହୀ)ବଳଦ ଗାଡ଼ି ଚଳାଉଛି

ସମକକ୍ଷ : ବଳଦ ଗାଡ଼ି

रथ की तरह की एक बैल-गाड़ी।

वह बहल हाँक रहा है।
अराबा, बहल, बहली

ଅର୍ଥ : ବୋଝ ବୋହୁଥିବା ଏକ ପ୍ରକାର ଗାଡ଼ି

ଉଦାହରଣ : କୃଷକ ଶଗଡ଼ ଉପରେ ଶସ୍ୟ ଲଦୁଛି

ସମକକ୍ଷ : ବଳଦଗାଡ଼ି

बोझा ढोने की एक प्रकार की गाड़ी।

किसान सग्गड़ पर अनाज लाद रहा है।
शकटी, सग्गड़

ଅର୍ଥ : ଏକ ହାଲୁକା,ଛୋଟ ଗ୍ରାମାଞ୍ଚଳ ଗାଡ଼ି

ଉଦାହରଣ : ଶଗଡ଼ରେ ଖତଆଦି ବୁହାଯାଏ

ସମକକ୍ଷ : ବଳଦଗାଡ଼ି

एक हल्की, छोटी देहाती गाड़ी।

रहड़ू से खाद आदि ढोते हैं।
रहड़ू, रहरू

ଅର୍ଥ : ଏକ ପ୍ରକାର ବଳଦଗାଡ଼ି

ଉଦାହରଣ : କୃଷକ ଶଗଡ଼ରେ ଆଖୁ ଲଦୁଛି

ସମକକ୍ଷ : ବଳଦଗାଡ଼ି, ଶଗଡ଼ଗାଡ଼ି

एक प्रकार की बैलगाड़ी।

किसान लढ़िये पर गन्ना लाद रहा है।
लढ़िया

ଅର୍ଥ : ଏକ ପ୍ରକାରର ବଳଦଗାଡ଼ି

ଉଦାହରଣ : କୃଷକ ଶଗଡ଼ ଉପରେ ଧାନ ବସ୍ତା ଲଦୁଛି

एक प्रकार की बैलगाड़ी।

किसान मझोली पर धान के बोरे लाद रहा है।
मझोली

ଅର୍ଥ : ଶସ୍ୟ,ଭୁସି ଆଦି ଲଦିବାପାଇଁ ବ୍ୟବହାର କରାଯାଉଥିବା ଏକ ପ୍ରକାର ବଳଦଗାଡ଼ି

ଉଦାହରଣ : ମଜୁରିଆ ଶଗଡ଼ ଉପରେ ଭୁସି ଲଦୁଛି

अनाज,भूसा आदि लदने की एक प्रकार की बैलगाड़ी।

मजदूर किराँची पर भूसा लाद रहे हैं।
किराँची, किरांची