ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଳଦଗାଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଳଦଗାଡ଼ି   ବିଶେଷ୍ୟ

ଅର୍ଥ : ବୋଝ ବୋହୁଥିବା ଏକ ପ୍ରକାର ଗାଡ଼ି

ଉଦାହରଣ : କୃଷକ ଶଗଡ଼ ଉପରେ ଶସ୍ୟ ଲଦୁଛି

ସମକକ୍ଷ : ଶଗଡ଼

बोझा ढोने की एक प्रकार की गाड़ी।

किसान सग्गड़ पर अनाज लाद रहा है।
शकटी, सग्गड़

ଅର୍ଥ : ଏକ ହାଲୁକା,ଛୋଟ ଗ୍ରାମାଞ୍ଚଳ ଗାଡ଼ି

ଉଦାହରଣ : ଶଗଡ଼ରେ ଖତଆଦି ବୁହାଯାଏ

ସମକକ୍ଷ : ଶଗଡ଼

एक हल्की, छोटी देहाती गाड़ी।

रहड़ू से खाद आदि ढोते हैं।
रहड़ू, रहरू

ଅର୍ଥ : ଏକ ପ୍ରକାର ବଳଦଗାଡ଼ି

ଉଦାହରଣ : କୃଷକ ଶଗଡ଼ରେ ଆଖୁ ଲଦୁଛି

ସମକକ୍ଷ : ଶଗଡ଼, ଶଗଡ଼ଗାଡ଼ି

एक प्रकार की बैलगाड़ी।

किसान लढ़िये पर गन्ना लाद रहा है।
लढ़िया