ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶକ୍ତିହୀନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶକ୍ତିହୀନତା   ବିଶେଷ୍ୟ

ଅର୍ଥ : ନଂପୁସକ ଅବସ୍ଥା ବା ଭାବ

ଉଦାହରଣ : ନଂପୁସକତା ଗୁଣ ଶିଖଣ୍ଡୀଙ୍କ ଭିତରେ ଥିଲା

ସମକକ୍ଷ : କ୍ଳୀବତା, କ୍ଳୀବତ୍ୱ, ନଂପୁସକତା, ନପୁଂସକତ୍ୱ, ପୌରୁଷହୀନତା

नपुंसक होने की अवस्था या भाव।

शिखंडी में नपुंसकता के गुण थे।
अपुंस्त्व, अमनुष्यता, अशक्ति, क्लीवत्व, छक्कापन, ज़नख़ापन, नपुंसकता, नपुंसत्व, नामर्दी, पौरुषहीनता, हिजड़ापन

An inability (usually of the male animal) to copulate.

impotence, impotency

ଅର୍ଥ : ବଳ ବା ଶକ୍ତି ନ ହେବା ବା ବହୁତ କମହେବାର ଅବସ୍ଥା

ଉଦାହରଣ : ଦୁର୍ବଳତାହେତୁ ମହେଶ ଚାଲି ପାରୁନି

ସମକକ୍ଷ : ଅସାମର୍ଥ୍ୟତା, ଦୁର୍ବଳତା, ଦୌର୍ବଲ୍ୟ, ବଳହୀନତା