ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁର୍ବଳତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁର୍ବଳତା   ବିଶେଷ୍ୟ

ଅର୍ଥ : ଦୁର୍ବଳ ହେବାର ଅବସ୍ଥା

ଉଦାହରଣ : ରୋଗରୁ ଉଠିବା ପରେ ଶରୀରରେ ଦୁର୍ବଳତା ରହିବା ସ୍ୱାଭାବିକ

दुबला या क्षीण होने की अवस्था या भाव।

रोग के बाद दुबलापन आना स्वाभाविक है।
अपुष्टता, कमजोरी, कृशता, क्षीणता, दुबलापन, दुर्बलता, निर्बलता, शीर्णता, शीर्णत्व

The state of being weak in health or body (especially from old age).

debility, feebleness, frailness, frailty, infirmity, valetudinarianism

ଅର୍ଥ : ପତଳା ହେବାର ଅବସ୍ଥା

ଉଦାହରଣ : ତାଙ୍କ ଦୁର୍ବଳତା ତାଙ୍କ କାର୍ଯ୍ୟକ୍ଷମତାରେ ବାଧା ଦିଏ ନାହିଁ

दूबला-पतला होने की अवस्था या भाव।

उसका दुबलापन उसकी कार्यक्षमता में आड़े नहीं आता।
दुबलापन

The property of having little body fat.

leanness, spareness, thinness

ଅର୍ଥ : କୌଣସି ବ୍ୟକ୍ତି ପାଇଁ ଯେ ସବୁଠାରୁ ପ୍ରିୟ ଏବଂ ଯାହା ପାଇଁ ସେ କୌଣସି ବି କାମ କରିବା ପାଇଁ ପ୍ରସ୍ତୁତ

ଉଦାହରଣ : ତାଙ୍କର ଝିଅ ହିଁ ତାଙ୍କର ଦୁର୍ବଳତା ମଦ ହିଁ ତାଙ୍କର ଦୁର୍ବଳତା

वह जो किसी व्यक्ति के लिए सबसे प्रिय हो और जिसके लिए वह कोई भी काम करने को तैयार हो।

उसकी बेटी ही उसकी कमजोरी है।
शराब ही उसकी कमजोरी है।
कमजोरी

ଅର୍ଥ : ବଳ ବା ଶକ୍ତି ନ ହେବା ବା ବହୁତ କମହେବାର ଅବସ୍ଥା

ଉଦାହରଣ : ଦୁର୍ବଳତାହେତୁ ମହେଶ ଚାଲି ପାରୁନି

ସମକକ୍ଷ : ଅସାମର୍ଥ୍ୟତା, ଦୌର୍ବଲ୍ୟ, ବଳହୀନତା, ଶକ୍ତିହୀନତା