ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶକୁନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶକୁନ୍ତ   ବିଶେଷ୍ୟ

ଅର୍ଥ : ବିଶ୍ୱାମିତ୍ରଙ୍କ ପୁତ୍ର

ଉଦାହରଣ : ପୁରାଣରେ ଶକୁନ୍ତଙ୍କ ବର୍ଣ୍ଣନା ମିଳେ

ସମକକ୍ଷ : ଶକୁଂତ

विश्वामित्र का पुत्र।

शकुंत का वर्णन पुराणों में मिलता है।
शकुंत, शकुन्त

An imaginary being of myth or fable.

mythical being

ଅର୍ଥ : ଏକ ପ୍ରକାର ଛୋଟ ଚଢ଼େଇ ବା ପକ୍ଷୀ

ଉଦାହରଣ : ଡାଳ ଉପରେ ଶକୁନ୍ତ ବସିଛି

ସମକକ୍ଷ : ଶକୁଂତ, ଶକୁଂତକ, ଶକୁନ୍ତକ

एक प्रकार की छोटी चिड़िया या पक्षी।

डाल पर शकुंत बैठा है।
शकुंत, शकुंतक, शकुन्त, शकुन्तक

ଅର୍ଥ : ମହାଭାରତରେ ବର୍ଣ୍ଣିତ ଯେଉଁ ପକ୍ଷୀ ବଣରେ ଛାଡ଼ି ଦିଆଯାଇଥିବା‌ ମେନକା ଓ ବିଶ୍ୱାମିତ୍ରଙ୍କ କନ୍ୟାକୁ ରକ୍ଷା କରିଥିଲା

ଉଦାହରଣ : ଶକୁନ୍ତ ନାମରେ ହିଁ ମେନକା ଓ ବିଶ୍ୱାମିତ୍ରଙ୍କ କନ୍ୟାର ନାମ ଶକୁନ୍ତଳା ହେଲା

ସମକକ୍ଷ : ଶକୁଂତ

महाभारत में वर्णित एक पक्षी जिसने वन में छोड़ी गई मेनका और विश्वामित्र की पुत्री की रक्षा की थी।

शकुंत के नाम पर ही मेनका और विश्वामित्र की पुत्री का नाम शकुन्तला पड़ा।
शकुंत, शकुन्त

An imaginary being of myth or fable.

mythical being

ଅର୍ଥ : ଗୋଟିଏ ପ୍ରକାର ପୋକ

ଉଦାହରଣ : ପିଲାମାନେ ଶକୁନ୍ତକୁ ଧରିବାକୁ ଚେଷ୍ଟା କରୁଛନ୍ତି

ସମକକ୍ଷ : ଶକୁଂତ

एक प्रकार का कीड़ा।

बच्चा शकुंत को पकड़ने की कोशिश कर रहा है।
शकुंत, शकुन्त