ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋରୀ   ବିଶେଷ୍ୟ

ଅର୍ଥ : ଛୋଟ ପିଲାଙ୍କୁ ଶୁଆଇବାପାଇଁ ସ୍ତ୍ରୀଲୋକମାନେ ଗାଉଥିବା ଗୀତ

ଉଦାହରଣ : ପିଲାଦିନେ ମୋ ବୁଢ଼ୀ-ମାଆ ମୋତେ ଶୁଆଇବା ସମୟରେ ନାନାବାଇ ଗୀତ ଗାଉଥିଲେ

ସମକକ୍ଷ : ନାନାବାଇ ଗୀତ

एक प्रकार का गीत जिसे छोटे बच्चों को सुलाने के लिए गाया जाता है।

बचपन में मेरी दादी मुझे सुलाते समय लोरी गाया करती थीं।
लोरी