ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାନାବାଇ ଗୀତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାନାବାଇ ଗୀତ   ବିଶେଷ୍ୟ

ଅର୍ଥ : ଛୋଟ ପିଲାଙ୍କୁ ଶୁଆଇବାପାଇଁ ସ୍ତ୍ରୀଲୋକମାନେ ଗାଉଥିବା ଗୀତ

ଉଦାହରଣ : ପିଲାଦିନେ ମୋ ବୁଢ଼ୀ-ମାଆ ମୋତେ ଶୁଆଇବା ସମୟରେ ନାନାବାଇ ଗୀତ ଗାଉଥିଲେ

ସମକକ୍ଷ : ଲୋରୀ

एक प्रकार का गीत जिसे छोटे बच्चों को सुलाने के लिए गाया जाता है।

बचपन में मेरी दादी मुझे सुलाते समय लोरी गाया करती थीं।
लोरी