ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲେଞ୍ଜରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲେଞ୍ଜରା   ବିଶେଷ୍ୟ

ଅର୍ଥ : ଆଖିରେ ଜମା ହୋଇଯାଉଥିବା ତରଳ ପଦାର୍ଥ ଯାହା ମଇଳା ରୂପେ ବାହାରିଆସେ

ଉଦାହରଣ : ପ୍ରତିଦିନ ଆଖିକୁ ସଫାକଲେ ଆଖିମଳି ବାହାରି ଆସେ ଏବଂ ଏହି ପ୍ରକାରପାଇଁ ଆମକୁ ଆଖିର କୌଣସି ବେମାରୀରୁ ତ୍ରାହି ମିଳିଥାଏ

ସମକକ୍ଷ : ଆଖିମଳି, ନେଞ୍ଜେରା

आँख में जमा हो जानेवाला वह लसलसा पदार्थ जो कीचड़ के रूप में बाहर निकलता है।

प्रतिदिन आँखों की सफाई करने से नेत्र मल बाहर आ जाता है और इस प्रकार हमें नेत्र की कई बीमारियों से छुटकारा मिलता है।
आँख का कीचड़, चीपड़, दूषि, दूषिका, दूषी, नेत्र मल