ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲେଙ୍ଗଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲେଙ୍ଗଡ଼ା   ବିଶେଷ୍ୟ

ଅର୍ଥ : ଲେଙ୍ଗଡ଼ା ଆମ୍ବର ଗଛ

ଉଦାହରଣ : ଏଠି ଲେଙ୍ଗଡ଼ା ଆମ୍ବଗଛଟି ଆପେଆପେ ଶୁଖି ଗଲା

ସମକକ୍ଷ : ଲେଙ୍ଗଡ଼ା ଆମ୍ବ ଗଛ, ଲେଙ୍ଗଡ଼ା ଗଛ

लँगड़ा आम का पेड़।

यह लँगड़ा आम अपने आप सूख गया !।
लँगड़ा, लँगड़ा आम, लंगड़ा, लंगड़ा आम

Large evergreen tropical tree cultivated for its large oval fruit.

mangifera indica, mango, mango tree

ଅର୍ଥ : ଯେଉଁ ବ୍ୟକ୍ତିର ଗୋଟିଏ ଗୋଡ଼ ବେକାର ହୋଇଯାଇଛି ବା ଭାଙ୍ଗିଯାଇଛି

ଉଦାହରଣ : ଛୋଟାଟି ବାଡ଼ିକୁ ଆଶ୍ରାକରି ଚାଲୁଥିଲା

ସମକକ୍ଷ : ଛୋଟା, ପଙ୍ଗୁ

वह व्यक्ति जिसका एक पैर बेकार हो गया हो या टूट गया हो।

लँगड़ा बैसाखी के सहारे चलने की कोशिश कर रहा है।
पंगा, पंगु, पंगुक, पंगुल, पङ्गु, पङ्गुक, पङ्गुल, लँगड़, लँगड़ा, लंगड़ा

Someone who is unable to walk normally because of an injury or disability to the legs or back.

cripple

ଲେଙ୍ଗଡ଼ା   ବିଶେଷଣ

ଅର୍ଥ : ଯାହାର ଗୋଟିଏ ପାଦ ଅକାମୀ ହୋଇଯାଇଛି ବା ଭାଙ୍ଗିଯାଇଛି

ଉଦାହରଣ : ଲେଙ୍ଗଡ଼ା ବ୍ୟକ୍ତିଟି ଆଶାବାଡ଼ି ସାହାଯ୍ୟରେ ଚାଲିବାକୁ ଚେଷ୍ଟା କରୁଛି

ସମକକ୍ଷ : ପଙ୍ଗୁ

जिसका एक पैर बेकाम हो या टूट गया हो।

लँगड़ा व्यक्ति बैसाखी के सहारे चलने की कोशिश कर रहा है।
पंगा, पंगु, पंगुक, पंगुल, पङ्गु, पङ्गुक, पङ्गुल, लँगड़, लँगड़ा, लंगड़ा, वक्रपाद

Disabled in the feet or legs.

A crippled soldier.
A game leg.
crippled, game, gimpy, halt, halting, lame