ଅର୍ଥ : ଯେଉଁ ବ୍ୟକ୍ତିଙ୍କର ଦୁଇଟିଯାକ ଗୋଡ ଛୋଟା ବା ବେକାର ହୋଇଯାଇଛି
ଉଦାହରଣ :
ସରକାର ପଙ୍ଗୁମାନଙ୍କ ନିମନ୍ତେ ଚକଲଗା ଚଉକି ବାଣ୍ଟିଲେ
ସମକକ୍ଷ : ପଂଗୁ
ଅର୍ଥ : ଯେଉଁ ବ୍ୟକ୍ତିର ହାତ ବା ଗୋଡ଼ ବିକୃତ ହୋଇଛି
ଉଦାହରଣ :
ସର୍କସରେ ପଙ୍ଗୁର କୌଶଳ ଦେଖି ଦର୍ଶକମାନେ ଚକିତ ହେଲେ
ସମକକ୍ଷ : ଅକର୍ମଣ୍ୟ
ଅର୍ଥ : ଯେଉଁ ସାଧୁ ଭିକ୍ଷାବୃତ୍ତି,ମଳମୂତ୍ରୋତ୍ସର୍ଗ ବା ଅନ୍ୟ କାମପାଇଁ ଦିନତମାମ ଏକ ଯୋଜନରୁ ଅଧିକ ଦୂର ଯାଆନ୍ତି ନାହିଁ
ଉଦାହରଣ :
ଜଣେ ପଙ୍ଗୁ ଓସ୍ତ ଗଛ ମୂଳରେ ବିଶ୍ରାମ କରୁଛନ୍ତି
ଅର୍ଥ : ଯାହାର ହାତ ବା ଗୋଡ଼ ବିକୃତ ହୋଇଥାଏ
ଉଦାହରଣ :
ଏହି ପ୍ରତିଯୋଗିତାରେ କେବଳ ଶାରିରୀକ ଅକ୍ଷମ ବ୍ୟକ୍ତିମାନେ ହିଁ ଭାଗ ନେଇପାରିବେ
ସମକକ୍ଷ : ଅକର୍ମଣ୍ୟ, ଶାରିରୀକ ଅକ୍ଷମ
ଅର୍ଥ : ଯାହାର କୌଣସି ଅଙ୍ଗ ନାହିଁ
ଉଦାହରଣ :
ରେଳରେ ଗୋଟିଏ ଗୋଡ଼ କଟିଯିବାରୁ ଶ୍ୟାମ ପଙ୍ଗୁ ହେଇଗଲା
ସମକକ୍ଷ : ଅଙ୍ଗହୀନ
ଅର୍ଥ : ଯାହାର ଗୋଟିଏ ପାଦ ଅକାମୀ ହୋଇଯାଇଛି ବା ଭାଙ୍ଗିଯାଇଛି
ଉଦାହରଣ :
ଲେଙ୍ଗଡ଼ା ବ୍ୟକ୍ତିଟି ଆଶାବାଡ଼ି ସାହାଯ୍ୟରେ ଚାଲିବାକୁ ଚେଷ୍ଟା କରୁଛି
ସମକକ୍ଷ : ଲେଙ୍ଗଡ଼ା