ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୁହାଛଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୁହାଛଡ଼   ବିଶେଷ୍ୟ

ଅର୍ଥ : ଯେଉଁ ଛଡ଼ର ଧାରରେ ଲୁହା ଲାଗିଥାଏ

ଉଦାହରଣ : ଜେଜେଙ୍କ ହାତରେ ଲୋହାଙ୍ଗୀ ଅଛି

ସମକକ୍ଷ : ଲୋହାଂଗୀ, ଲୋହାଙ୍ଗୀ

वह छड़ी जिसके किनारे पर लोहा लगा रहता है।

दादाजी के हाथ में लोहाँगी है।
लोहाँगी, लोहागी

ଅର୍ଥ : ଲୁହାଆଦିର ପତଳା ଛଡ଼

ଉଦାହରଣ : ସେ ଲୁହାଛଡ଼କୁ ହାତରେ ବଙ୍କା କରିଦେଲା

ସମକକ୍ଷ : ଛଡ଼, ଶଳାକା

लोहे आदि की पतली छड़।

उसने सरिये को हाथ से टेढ़ा कर दिया।
छड़ी, शलाका, सरिया, सलाई, सलाख, सलाख़, सलाख़ा, सलाखा

A long thin implement made of metal or wood.

rod