ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୁଣ୍ଠିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୁଣ୍ଠିତ   ବିଶେଷଣ

ଅର୍ଥ : ଅନୁଚିତ ରୀତିରେ ଅଧିକାର କରାଯାଇଥିବା

ଉଦାହରଣ : ସାନଭାଇଠାରୁ ଲୁଣ୍ଠିତ କରିଆଣିଥିବା ଧନ ସେ ଭୋଗି ପାରିଲାନାହିଁ

ସମକକ୍ଷ : ବଳପୂର୍ବକ ଅପହୃତ

बेईमानी या अनुचित रीति से आधिकार किया हुआ।

छोटे भाई का हज़म धन उसे रास नहीं आया।
हजम, हज़म, हज़्म, हज्म

ଅର୍ଥ : ଚୋରି କରାଯାଇଥିବା

ଉଦାହରଣ : ଚୋରା ଧନ ସହିତ ଚୋର ଅଦୃଶ୍ୟ ହୋଇଗଲା

ସମକକ୍ଷ : ଅପହୃତ, ଚୋରା

चोरी किया हुआ।

चोर अपहृत धन के साथ चंपत हो गया।
अपहारित, अपहृत, चुराया

ଅର୍ଥ : ଯାହା ଲୁଟ୍ କରାଯାଇଛି

ଉଦାହରଣ : ଅପହୃତ ଧନକୁ ସେମାନେ ଗାତ ଖୋଳି ପୋତିଦେଲେ

ସମକକ୍ଷ : ଅପହୃତ, ଚୋରା

लूटा हुआ।

अपहृत धन को वे गड्ढा खोदकर छिपा दिए।
अपहारित, अपहृत, लूटा

Wrongfully emptied or stripped of anything of value.

The robbers left the looted train.
People returned to the plundered village.
looted, pillaged, plundered, ransacked