ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପହୃତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପହୃତ   ବିଶେଷଣ

ଅର୍ଥ : ଯାହା ଛଡ଼ାଇ ନିଆଯାଏ

ଉଦାହରଣ : ଅପହୃତ ଧନଦ୍ୱାରା ତୁମକୁ ଅଧିକ ଦିନ ସୁଖ ମିଳିବ ନାହିଁ

हरण किया हुआ या बलपूर्वक लिया हुआ।

अपहृत धन से तुम्हें अधिक दिन सुख नहीं मिलेगा।
अपहारित, अपहृत, आच्छिन्न, आहृत, छीना

Wrongfully emptied or stripped of anything of value.

The robbers left the looted train.
People returned to the plundered village.
looted, pillaged, plundered, ransacked

ଅର୍ଥ : ଚୋରି କରାଯାଇଥିବା

ଉଦାହରଣ : ଚୋରା ଧନ ସହିତ ଚୋର ଅଦୃଶ୍ୟ ହୋଇଗଲା

ସମକକ୍ଷ : ଚୋରା, ଲୁଣ୍ଠିତ

चोरी किया हुआ।

चोर अपहृत धन के साथ चंपत हो गया।
अपहारित, अपहृत, चुराया

ଅର୍ଥ : ଯାହା ଲୁଟ୍ କରାଯାଇଛି

ଉଦାହରଣ : ଅପହୃତ ଧନକୁ ସେମାନେ ଗାତ ଖୋଳି ପୋତିଦେଲେ

ସମକକ୍ଷ : ଚୋରା, ଲୁଣ୍ଠିତ

लूटा हुआ।

अपहृत धन को वे गड्ढा खोदकर छिपा दिए।
अपहारित, अपहृत, लूटा

Wrongfully emptied or stripped of anything of value.

The robbers left the looted train.
People returned to the plundered village.
looted, pillaged, plundered, ransacked

ଅର୍ଥ : ଯାହାଙ୍କର ଅପହରଣ କରାଯାଇଛି

ଉଦାହରଣ : ନିଜ ଚାଲାକି କାରଣରୁ ଗୋଟିଏ ଅପହୃତ ବାଳକ ଅପହରଣକାରୀଙ୍କ କବଳରୁ ପଳାଇଆସିପାରିଲା

ସମକକ୍ଷ : ହରଣଚାଳକୃତ

जिसका अपहरण किया गया हो।

अपनी सूझ-बूझ के कारण एक अपहृत बालक अपहरणकर्ताओं के चंगुल से भाग निकला।
अगवा, अग़वा, अपहारित, अपहृत