ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୁଗା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୁଗା   ବିଶେଷ୍ୟ

ଅର୍ଥ : ସ୍ତ୍ରୀମାନଙ୍କର ଏକ ପ୍ରକାର ପରିଧାନ ଯାହା ଶରୀରକୁ ଜଡ଼ାଇ ପିନ୍ଧାଯାଏ

ଉଦାହରଣ : ସୀତା ନୀଳ ରଙ୍ଗର ଶାଢ଼ୀ ପିନ୍ଧିବାକୁ ପସନ୍ଦ କରେ

ସମକକ୍ଷ : ଶାଢ଼ୀ

एक प्रकार का स्त्री परिधान जो शरीर में लपेटकर पहना जाता है।

सीता हरे रंग की साड़ी पहनना पसंद करती है।
शाटिका, साड़ी, साढ़ी, सारी

A dress worn primarily by Hindu women. Consists of several yards of light material that is draped around the body.

saree, sari

ଅର୍ଥ : ସୂତା, ରେଶମ, ଉଲ୍ଆଦିର ସୂତାରେ ବୁଣା ହୋଇଥିବା ବସ୍ତୁ

ଉଦାହରଣ : ସେ ଜାମା ତିଆରି କରିବାପାଇଁ ଦୁଇ ମିଟର୍ ଟେରେଲିନ୍ କନା କିଣିଲା

ସମକକ୍ଷ : ଅମ୍ବର, କନା, କପ୍‌ଡ଼ା, ବସନ, ବସ୍ତ୍ର

रुई, रेशम, ऊन आदि के तागों से बुनी हुई वस्तु।

उसने क़मीज़ बनवाने के लिए दो मीटर टेरीलिन का कपड़ा खरीदा।
अंबर, अम्बर, आहत, कपड़ा, चीर, धटिका, धटी, पट, लत्ता, वसन, वस्त्र, शाटक, शुक, सारंग

Artifact made by weaving or felting or knitting or crocheting natural or synthetic fibers.

The fabric in the curtains was light and semitransparent.
Woven cloth originated in Mesopotamia around 5000 BC.
She measured off enough material for a dress.
cloth, fabric, material, textile

ଅର୍ଥ : ଟୋପି ବା ପଗଡିରେ ବନ୍ଧାଯାଇଥିବା କପଡା

ଉଦାହରଣ : ଚାଷୀ ଲୁଗାରେ ନିଜମୁଣ୍ଡରେ ଠେକା ଭିଡୁଛିଚାଷୀ ବତ୍ତୀରେ ନିଜମୁଣ୍ଡରେ ଠେକା ଭିଡୁଛି

ସମକକ୍ଷ : ବତ୍ତୀ, ବାତୀ

पगड़ी या चीरे का ऐंठा या बटा हुआ कपड़ा।

किसान बत्ती को अपने सिर पर लपेट रहा है।
बत्ती, बाती

Artifact made by weaving or felting or knitting or crocheting natural or synthetic fibers.

The fabric in the curtains was light and semitransparent.
Woven cloth originated in Mesopotamia around 5000 BC.
She measured off enough material for a dress.
cloth, fabric, material, textile