ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କନା   ବିଶେଷ୍ୟ

ଅର୍ଥ : ସୂତା, ରେଶମ, ଉଲ୍ଆଦିର ସୂତାରେ ବୁଣା ହୋଇଥିବା ବସ୍ତୁ

ଉଦାହରଣ : ସେ ଜାମା ତିଆରି କରିବାପାଇଁ ଦୁଇ ମିଟର୍ ଟେରେଲିନ୍ କନା କିଣିଲା

ସମକକ୍ଷ : ଅମ୍ବର, କପ୍‌ଡ଼ା, ବସନ, ବସ୍ତ୍ର, ଲୁଗା

रुई, रेशम, ऊन आदि के तागों से बुनी हुई वस्तु।

उसने क़मीज़ बनवाने के लिए दो मीटर टेरीलिन का कपड़ा खरीदा।
अंबर, अम्बर, आहत, कपड़ा, चीर, धटिका, धटी, पट, लत्ता, वसन, वस्त्र, शाटक, शुक, सारंग

Artifact made by weaving or felting or knitting or crocheting natural or synthetic fibers.

The fabric in the curtains was light and semitransparent.
Woven cloth originated in Mesopotamia around 5000 BC.
She measured off enough material for a dress.
cloth, fabric, material, textile