ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୀଳାବତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୀଳାବତୀ   ବିଶେଷ୍ୟ

ଅର୍ଥ : ଗୋଟିଏ ମାତ୍ରା ଛନ୍ଦ

ଉଦାହରଣ : ଲୀଳାବତୀର ଦଶମ,ଅଷ୍ଟମ ଏବଂ ଚଉଦତମର ବିରତିରେ ବତିଶ ମାତ୍ରା ହୋଇଥାଏ

एक मात्रिक छंद।

लीलावती में दस, आठ और चौदह के विराम से बत्तीस मात्राएँ होती हैं।
लीलावती

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ଏକ ରାଗିଣୀ

ଉଦାହରଣ : ସଂପୂର୍ଣ୍ଣ ଜାତିର ରାଗିଣୀ ହେଉଛି ଲୀଳାବତୀ

एक रागिनी।

लीलावती संपूर्ण जाति की रागिनी है।
लीलावती

Any of various fixed orders of the various diatonic notes within an octave.

mode, musical mode

ଅର୍ଥ : ଭାସ୍କରାଚାର୍ଯ୍ୟଙ୍କ ପତ୍ନୀ

ଉଦାହରଣ : ଲୀଳାବତୀ ନାମରେ ଏକ ଗଣିତ ପୁସ୍ତକ ଲୀଳାବତୀ ଲେଖିଥିଲେ

भास्कराचार्य की पत्नी।

लीलावती ने लीलावती नामक एक गणित की पुस्तक लिखी थीं।
लीलावती