ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲିଭେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲିଭେଇବା   କ୍ରିୟାପଦ

ଅର୍ଥ : (ଦୀପ,ବତୀ ଆଦି) ଲିଭାଇବା

ଉଦାହରଣ : ଶୋଇବା ପୂର୍ବରୁ ଦୀପ ଲିଭାଇଦିଅ

ସମକକ୍ଷ : ନିଭାଇବା, ନିର୍ବାପିତ କରିବା, ଲିଭାଇବା

(दीपक, बत्ती आदि) बुझाना।

सोने से पहले दीपक बढ़ा देना।
बढ़ाना

Put out, as of a candle or a light.

Douse the lights.
douse, put out

ଅର୍ଥ : କୌଣସି ପଦାର୍ଥର ଅଂଶ ଜଳୁଥିବା ବେଳେ ତାକୁ ପ୍ରଶମିତ କରିବା

ଉଦାହରଣ : ସେ ଦୀପକୁ ଲିଭେଇଦେଲେ

ସମକକ୍ଷ : ପ୍ରଶମିତକରିବା, ଲିଭାଇବା

किसी पदार्थ के आग से जलने का अंत करना या आग को शांत करना।

उसने दीपक को बुझा दिया।
बुझाना, बुताना

Put out, as of fires, flames, or lights.

Too big to be extinguished at once, the forest fires at best could be contained.
Quench the flames.
Snuff out the candles.
blow out, extinguish, quench, snuff out