ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲିଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲିଙ୍ଗ   ବିଶେଷ୍ୟ

ଅର୍ଥ : ପୁରୁଷର ଜନନ ଅଙ୍ଗ

ଉଦାହରଣ : ଲିଙ୍ଗ ଶରୀରର ଏକ ସୁକୁମାର ଅଙ୍ଗ

ସମକକ୍ଷ : ପୁରୁଷ ଜନନେନ୍ଦ୍ରିୟ, ଲିଙ୍ଗେନ୍ଦ୍ରିୟ, ଶିଶ୍ନ

ଅର୍ଥ : ଶିବ ବା ମହାଦେବଙ୍କ ଆସ୍ଥାନ ଯାହାକୁ ପୂଜା କରାଯାଏ

ଉଦାହରଣ : ପୁରାତନ କାଳରୁ ଭାରତରେ ଲିଙ୍ଗ ପୂଜା ପ୍ରଚଳିତ

ସମକକ୍ଷ : ଲିଂଗ, ଶିବଲିଂଗ, ଶିବଲିଙ୍ଗ

शिव या महादेव की पिंडी जिसकी पूजा होती है।

पुरातन काल से भारत में शिवलिंग की पूजा की जाती है।
लिंग, शिव लिंग, शिवलिंग

The Hindu phallic symbol of Siva.

lingam

ଅର୍ଥ : ବ୍ୟାକରଣର ଯେଉଁ ତତ୍ତ୍ୱଟି ପୁରୁଷ ଓ ସ୍ତ୍ରୀ ଭିତରେ ପାର୍ଥକ୍ୟକୁ ସୂଚିତ କରେ

ଉଦାହରଣ : ହିନ୍ଦୀରେ ଦୁଇଟି ଲିଙ୍ଗ ଥିଲାବେଳେ ସଂସ୍କୃତରେ ତିନିଟି ଅଛି

व्याकरण में प्रयुक्त वह तत्व जिससे पुरुष और स्त्री के भेद का पता चलता है।

हिंदी में दो लिंग हैं जबकि संस्कृत में तीन।
लिंग

A grammatical category in inflected languages governing the agreement between nouns and pronouns and adjectives. In some languages it is quite arbitrary but in Indo-European languages it is usually based on sex or animateness.

gender, grammatical gender