ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜନ୍ତୁ, ପକ୍ଷୀଆଦିଙ୍କ ଶରୀର ପଛରେ ଥିବା ଲମ୍ବା ଭାଗ
ଉଦାହରଣ : ଗାଈ, ମଇଁଷିଆଦି ଲାଞ୍ଜରେ କୀଟପତଙ୍ଗମାନଙ୍କୁ ଉଡ଼ାନ୍ତି
ସମକକ୍ଷ : ପୁଛ, ଲାଞ୍ଜ, ହୁଳ
जन्तुओं, पक्षियों आदि के शरीर का पिछला लम्बा भाग।
The posterior part of the body of a vertebrate especially when elongated and extending beyond the trunk or main part of the body.
ଅର୍ଥ : ପଶୁଙ୍କ ଶରୀରର ପଛରେଥିବା ଲମ୍ବା ଭାଗ
ଉଦାହରଣ : କୁକୁର ଦେହକୁ ଆଉଁସିଲେ ସେ ଲାଙ୍ଗୁଡ଼ ହଲାଏ
पशु के शरीर का पिछला लम्बा भाग।
Tail especially of a mammal posterior to and above the anus.
ସଂସ୍ଥାପନ କରନ୍ତୁ