ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୁଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୁଳ   ବିଶେଷ୍ୟ

ଅର୍ଥ : ଜନ୍ତୁ, ପକ୍ଷୀଆଦିଙ୍କ ଶରୀର ପଛରେ ଥିବା ଲମ୍ବା ଭାଗ

ଉଦାହରଣ : ଗାଈ, ମଇଁଷିଆଦି ଲାଞ୍ଜରେ କୀଟପତଙ୍ଗମାନଙ୍କୁ ଉଡ଼ାନ୍ତି

ସମକକ୍ଷ : ପୁଛ, ଲାଙ୍ଗୁଡ଼, ଲାଞ୍ଜ

जन्तुओं, पक्षियों आदि के शरीर का पिछला लम्बा भाग।

मोर की पूँछ बहुत लंबी और सुंदर होती है।
पुच्छ, पूँछ, पूंछ, लाँगूल

The posterior part of the body of a vertebrate especially when elongated and extending beyond the trunk or main part of the body.

tail

ଅର୍ଥ : ପଶୁଙ୍କ ଶରୀରର ପଛରେଥିବା ଲମ୍ବା ଭାଗ

ଉଦାହରଣ : କୁକୁର ଦେହକୁ ଆଉଁସିଲେ ସେ ଲାଙ୍ଗୁଡ଼ ହଲାଏ

ସମକକ୍ଷ : ପୁଛ, ଲାଙ୍ଗୁଡ଼, ଲାଞ୍ଜ

पशु के शरीर का पिछला लम्बा भाग।

कुत्ते के शरीर पर हाथ फेरते ही वह अपनी पूँछ हिलाने लगा।
दुंब, दुम, दुम्ब, पुच्छ, पूँछ, पूंछ, बालधि, बालधी, लंगूल, लांगुल, लूम

Tail especially of a mammal posterior to and above the anus.

caudal appendage