ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଇସେନ୍ସ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଇସେନ୍ସ୍‌   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ କାମ କରିବାପାଇଁ ବା ନିଜ ପାଖରେ କୌଣସି ବିଶେଷ ବସ୍ତୁ ରଖିବାପାଇଁ ଶାସନଦ୍ୱାରା ପ୍ରଦତ୍ତ ଅଧିକାର ପତ୍ର

ଉଦାହରଣ : ମହେଶକୁ ଗାଡ଼ି ଚଲେଇବାପାଇଁ ଲାଇସେନ୍ସ୍‌ ମିଳିଯାଇଛି

ସମକକ୍ଷ : ଅନୁମତିପତ୍ର

कोई विशेष काम करने या अपने पास कोई विशेष वस्तु रखने का शासन द्वारा प्रदत्त अधिकार-पत्र।

महेश को गाड़ी चलाने का लाइसेंस मिल गया है।
अनुज्ञप्ति, अनुमतिपत्र, परमिट, लाइसेंस, लाइसेन्स, लायसंस, लायसन्स

A legal document giving official permission to do something.

licence, license, permit