ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁମତିପତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁମତିପତ୍ର   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ କାମ କରିବାପାଇଁ ବା ନିଜ ପାଖରେ କୌଣସି ବିଶେଷ ବସ୍ତୁ ରଖିବାପାଇଁ ଶାସନଦ୍ୱାରା ପ୍ରଦତ୍ତ ଅଧିକାର ପତ୍ର

ଉଦାହରଣ : ମହେଶକୁ ଗାଡ଼ି ଚଲେଇବାପାଇଁ ଲାଇସେନ୍ସ୍‌ ମିଳିଯାଇଛି

ସମକକ୍ଷ : ଲାଇସେନ୍ସ୍‌

कोई विशेष काम करने या अपने पास कोई विशेष वस्तु रखने का शासन द्वारा प्रदत्त अधिकार-पत्र।

महेश को गाड़ी चलाने का लाइसेंस मिल गया है।
अनुज्ञप्ति, अनुमतिपत्र, परमिट, लाइसेंस, लाइसेन्स, लायसंस, लायसन्स

A legal document giving official permission to do something.

licence, license, permit

ଅର୍ଥ : ଯେଉଁ ଅଧିକାର ପତ୍ର ଅନୁସାରେ କୌଣସି ବ୍ୟକ୍ତି ବା ବସ୍ତୁ ଯେ କୌଣସି ସ୍ଥାନରୁ ବାହାରକୁ ଯାଇପାରିବ

ଉଦାହରଣ : ଜିନିଷ ବିଦେଶ ପଠେଇବା ନିମନ୍ତେ ମୋତେ ଅନୁମତିପତ୍ର ମିଳିଛି

वह अधिकार-पत्र जिसके अनुसार कोई व्यक्ति या वस्तु कहीं से निकलकर बाहर जा सके।

सामान विदेश भिजवाने के लिए मैंने निकासी प्राप्त कर ली है।
निकासी

Permission to proceed.

The plane was given clearance to land.
clearance