ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲମ୍ବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲମ୍ବା   ବିଶେଷଣ

ଅର୍ଥ : ଅଧିକ ବିସ୍ତାରର

ଉଦାହରଣ : ଲମ୍ବା ରାସ୍ତା ଅତିକ୍ରମ କରୁକରୁ ପିଲାମାନେ ଥକିଗଲେ

ସମକକ୍ଷ : ଦୀର୍ଘ

अधिक विस्तार वाला।

लम्बा रास्ता तय करते-करते बच्चे थक गये।
दीर्घ, प्रवण, लंब, लंबा, लम्ब, लम्बा

ଅର୍ଥ : ଯାହା ଲମ୍ବରେ ଯୁକ୍ତ

ଉଦାହରଣ : ଏହି ପାଇଜାମା ବହୁତ ଲମ୍ବା

ସମକକ୍ଷ : ବଡ଼

जो लंबाई से युक्त हो।

यह पायजामा बहुत लंबा है।
बड़ा, लंबा, लम्बा