ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପ୍ରାପ୍ତ ବା ଅର୍ଜନ କରିବା ଯୋଗ୍ୟ
ଉଦାହରଣ : ପ୍ରାପ୍ତ ଧନର ଆକାଂକ୍ଷା ହିଁ ଆଜି ତାଙ୍କୁ କୋଟିପତି କରାଇଲା
ସମକକ୍ଷ : ଅର୍ଜନୀୟ, ପ୍ରାପ୍ତ
प्राप्त या अर्जन करने योग्य।
Capable of being obtained.
ଅର୍ଥ : ଯାହା ସୁଲଭ ବା ପ୍ରାପ୍ତ ହୋଇଥାଏ
ଉଦାହରଣ : ଉପଲବ୍ଧ ସୁବିଧାଗୁଡ଼ିକର ସଦୁପଯୋଗ କର ବନ୍ୟାପୀଡ଼ିତମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରାପ୍ତ ହୋଇଛି
ସମକକ୍ଷ : ଉପଲବ୍ଧ, ପ୍ରାପ୍ତ, ସୁଲଭ
जो सुलभ या प्राप्त हो।
Obtainable or accessible and ready for use or service.
ସଂସ୍ଥାପନ କରନ୍ତୁ