ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରାପ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରାପ୍ତ   ବିଶେଷଣ

ଅର୍ଥ : ପ୍ରାପ୍ତ ବା ଅର୍ଜନ କରିବା ଯୋଗ୍ୟ

ଉଦାହରଣ : ପ୍ରାପ୍ତ ଧନର ଆକାଂକ୍ଷା ହିଁ ଆଜି ତାଙ୍କୁ କୋଟିପତି କରାଇଲା

ସମକକ୍ଷ : ଅର୍ଜନୀୟ, ଲବ୍ଧ

प्राप्त या अर्जन करने योग्य।

प्राप्य धन की आकांक्षा ने ही उसे आज करोड़पति बनाया।
अर्जनीय, अवाप्य, आप्य, प्राप्य

Capable of being obtained.

Savings of up to 50 percent are obtainable.
getable, gettable, obtainable, procurable

ଅର୍ଥ : ଯେ କୌଣସି ପ୍ରକାରେ ନିଜ ଅଧିକାରକୁ ଆସିଛି ବା ଅଣା ଯାଇଛି

ଉଦାହରଣ : ସେ ନିଜ ପିତାଙ୍କଦ୍ୱାରା ପ୍ରାପ୍ତ ଧନକୁ ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେଲେ

ସମକକ୍ଷ : ଉପାର୍ଜିତ, ମିଳିଥିବା, ହସ୍ତଗତ, ହାସଲ

जो किसी प्रकार अपने अधिकार में आया या लाया गया हो।

उसने अपने पिता द्वारा प्राप्त धन को गरीबों में बाँट दिया।
अधिगत, असूल, आप्त, उपार्जित, कलित, प्राप्त, मिला, मिला हुआ, मिलित, मुयस्सर, वसूल, वहित, संप्राप्त, संवृत्त, संसिद्ध, सम्प्राप्त, हस्तगत, हासिल

ଅର୍ଥ : ଯାହା ସୁଲଭ ବା ପ୍ରାପ୍ତ ହୋଇଥାଏ

ଉଦାହରଣ : ଉପଲବ୍ଧ ସୁବିଧାଗୁଡ଼ିକର ସଦୁପଯୋଗ କର ବନ୍ୟାପୀଡ଼ିତମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରାପ୍ତ ହୋଇଛି

ସମକକ୍ଷ : ଉପଲବ୍ଧ, ଲବ୍ଧ, ସୁଲଭ

जो सुलभ या प्राप्त हो।

उपलब्ध सुविधाओं का सदुपयोग करो।
बाढ़पीड़ितों को खाद्यसामाग्री मुहैया कराई गई।
अधिगत, अवाप्त, उपलब्ध, प्राप्त, मयस्सर, मुयस्य, मुयस्सर, मुहैया, मुहैय्या, लब्ध

Obtainable or accessible and ready for use or service.

Kept a fire extinguisher available.
Much information is available through computers.
Available in many colors.
The list of available candidates is unusually long.
available