ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ମନୋଭାବ ଯୋଗୁଁ ସ୍ୱଭାବତଃ ଅଥବା ସଂକୋଚ, ଦୋଷ ଆଦି କାରଣରୁ ଅନ୍ୟମାନଙ୍କ ଆଗରେ ମୁଣ୍ଡଟେକି ହୁଏନାହିଁ
ଉଦାହରଣ : ଲାଜ ଯୋଗୁଁ ସେ କିଛି କହିପାରିଲା ନାହିଁ
ସମକକ୍ଷ : ବ୍ରିଡ଼ା, ଲଜ୍ଜା, ଲାଜ, ସଂକୋଚ, ସରମ
वह मनोभाव जो स्वभावतः अथवा संकोच, दोष आदि के कारण दूसरों के सामने सिर उठाने या बोलने नहीं देता है।
A feeling of fear of embarrassment.
ସଂସ୍ଥାପନ କରନ୍ତୁ