ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଙ୍କାମରିଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଙ୍କାମରିଚ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ରାଗୁଆ ଫଳ ଯାହା ତରକାରୀରେ ମସଲା ଭାବେ ଉପଯୋଗ କରାଯାଏ

ଉଦାହରଣ : ତରକାରୀକୁ ରାଗୁଆ କରିବାପାଇଁ ଅଧିକ ଲଙ୍କା ପକେଇବା ଦରକାର

ସମକକ୍ଷ : ଲଙ୍କା

एक प्रकार की तीखी फली जो व्यंजनों में मसाले की तरह उपयोग की जाती है।

सब्जी को तीखी बनाने के लिए अधिक मिर्च डालनी चाहिए।
मिरचा, मिरची, मिरिच, मिर्च, मिर्ची, यवनेष्ट, वल्लिज

Very hot and finely tapering pepper of special pungency.

chile, chili, chili pepper, chilli, chilly

ଅର୍ଥ : ଏକ ଛୋଟ ଗଛ ଯାହାର କଟୁ ଫଳକୁ ତରକାରିରେ ମସଲାରୂପେ ବ୍ୟବହାର କରାଯାଏ

ଉଦାହରଣ : କୃଷକ ଖେତର ଲଙ୍କାରେ ପାଣି ଦେଉଛି

ସମକକ୍ଷ : ଲଙ୍କା

एक पौधा जिसकी तीखी फली व्यंजनों में मसाले की तरह उपयोग होती है।

किसान खेत में मिर्च की सिंचाई कर रहा है।
दग्धास्य, मिरचा, मिरची, मिरिच, मिर्च, मिर्ची, यवनेष्ट