ଅର୍ଥ : ଏକ ପ୍ରକାର ରାଗୁଆ ଫଳ ଯାହା ତରକାରୀରେ ମସଲା ଭାବେ ଉପଯୋଗ କରାଯାଏ
ଉଦାହରଣ :
ତରକାରୀକୁ ରାଗୁଆ କରିବାପାଇଁ ଅଧିକ ଲଙ୍କା ପକେଇବା ଦରକାର
ସମକକ୍ଷ : ଲଙ୍କାମରିଚ
ଅର୍ଥ : ଭାରତର ଦକ୍ଷିଣରେ ଥିବା ଏକ ଦେଶ
ଉଦାହରଣ :
ଶ୍ରୀଲଙ୍କା ଏକ ଛୋଟ ଦ୍ୱୀପ
ସମକକ୍ଷ : ଶ୍ରୀଲଙ୍କା, ସିଂହଳ, ସିଂହଳଦ୍ୱୀପ, ସିଲୋନ୍
ଅର୍ଥ : ଧାର୍ମିକ ଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଯେଉଁ ସ୍ଥାନରେ ରାବଣ ରାଜୁତି କରୁଥିଲା
ଉଦାହରଣ :
ହନୁମାନ ଲଙ୍କା ଛାରଖାର କରିଦେଇଥିଲା
ସମକକ୍ଷ : ଲଙ୍କାନଗରୀ
ଅର୍ଥ : ଏକ ଛୋଟ ଗଛ ଯାହାର କଟୁ ଫଳକୁ ତରକାରିରେ ମସଲାରୂପେ ବ୍ୟବହାର କରାଯାଏ
ଉଦାହରଣ :
କୃଷକ ଖେତର ଲଙ୍କାରେ ପାଣି ଦେଉଛି
ସମକକ୍ଷ : ଲଙ୍କାମରିଚ
ଅର୍ଥ : ଏକ ପ୍ରକାର ରାଗଯୁକ୍ତ ଲାଲ ରଙ୍ଗର ଛୁଇଁ ଯାହା ତରକାରୀ ମସଲା ଭାବରେ ବ୍ୟବହ୍ରୁତ ହୋଇଥାଏ
ଉଦାହରଣ :
ମାଂସରେ ଲଙ୍କା ଅଧିକ ହୋଇ ଯିବାରୁ ତାହା ବହୁତ ରାଗୁଆ ହୋଇଯାଇଛି
ସମକକ୍ଷ : ଲଙ୍କା ମରିଚ