ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଗା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଗା   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ ଲଗାଇବା ବା ଅଧିସ୍ଥାପିତ କରିବାର କ୍ରିୟା

ଉଦାହରଣ : ଟେଲିଫୋନ ଅଧିସ୍ଥାପନରେ ଅଧିକ ସମୟ ଲାଗିବ ନାହିଁ

ସମକକ୍ଷ : ଅଧିସ୍ଥାପନ

कोई वस्तु लगाने या अधिष्ठापित करने की क्रिया।

दूरभाष लगाने में अधिक समय नहीं लगेगा।
अधिष्ठापन, लगाना

The act of installing something (as equipment).

The telephone installation took only a few minutes.
installation, installing, installment, instalment

ଅର୍ଥ : ଲଟକାଇବା କ୍ରିୟା

ଉଦାହରଣ : ସବୁ ପୋଷ୍ଟର ଅଠା ଲଗାଇ ମାରିବା ଘଣ୍ଟାକ ଭିତରେ ସରିଯିବ

ସମକକ୍ଷ : ମାରିବା

चिपकाने की क्रिया।

सारे पोस्टरों की चिपकाई एक घंटे में हो जाएगी।
चपकाई, चिपकाई, चिपकाना, सटाई

ଲଗା   ବିଶେଷଣ

ଅର୍ଥ : କୌଣସି ତରଳ ପଦାର୍ଥର ପତଳା ସ୍ତର ଲଗା ହୋଇଥିବା

ଉଦାହରଣ : ସେ ଘିଅ ଲଗା ରୁଟି ହିଁ ଖାଇଥାଏ

ସମକକ୍ଷ : ମଖା, ଲାଗିଥିବା

किसी गीले पदार्थ की पतली तह लगी हुई।

वह घी चुपड़ी रोटियाँ ही खाता है।
चुपड़ा, चुपड़ी