ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଗାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଗାମ   ବିଶେଷ୍ୟ

ଅର୍ଥ : ଘୋଡ଼ାମୁହଁରେ ଲଗାଯାଉଥିବା ଚମଡ଼ା ରସି ଯାହାର ଦୁଇ ପାଖରେ ଦଉଡ଼ି ବା ଚମଡ଼ାର ବନ୍ଧନୀ ବନ୍ଧା ହୋଇଥାଏ

ଉଦାହରଣ : ଘୋଡ଼ାଚାଳକ ଘୋଡ଼ାର ଲଗାମଧରି ଚାଲୁଅଛି

घोड़े के मुँह में लगाया जाने वाला वह ढाँचा जिसके दोनों ओर रस्से या चमड़े के तस्मे बँधे रहते हैं।

घुड़सवार घोड़े की लगाम पकड़े हुए पैदल ही चल रहा था।
अवक्षेपणी, अवच्छेपणी, अवारी, करियारी, दहाना, धाम, प्रासेव, बाग, बागडोर, बाग़, रास, लंगर, लगाम, वल्गा

One of a pair of long straps (usually connected to the bit or the headpiece) used to control a horse.

rein

ଅର୍ଥ : ଘୋଡ଼ା ବେକରେ ବନ୍ଧାଯାଉଥିବା ଦଉଡ଼ି

ଉଦାହରଣ : ସଇସ ଲଗାମ ଧରି ଚାଲୁଥିଲା

घोड़े के गर्दन में बाँधने की रस्सी।

सहीस अगाड़ी पकड़कर चल रहा था।
अगाड़ी, अगाड़ू, अगारी