ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରେଳପଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରେଳପଥ   ବିଶେଷ୍ୟ

ଅର୍ଥ : ରେଳଗାଡ଼ି ଚାଲୁଥିବା ଲୁହାର ସମାନାନ୍ତର ଲମ୍ବା ଓ ଓସାରିଆ ଧାରଣା

ଉଦାହରଣ : ଆମ ସହର ଦେଇ ନୂଆ ରେଳଧାରଣା ବିଛା ହେଉଛି

ସମକକ୍ଷ : ଟ୍ରେକ୍‌, ରେଳ ପଟରି, ରେଳ ଲାଇନ୍‌, ରେଳଧାରଣା, ରେଳରାସ୍ତା

लोहे की वे लम्बी समानान्तर छड़ें जिन पर रेलगाड़ी के पहिए दौड़ते हैं।

हमारे शहर से होकर नयी पटरी बिछाई जा रही है।
ट्रैक, पटरी, रेल पटरी, रेल पथ, रेल लाइन, रेलपथ, रेललाइन, रेलवे लाइन, लाइन

A pair of parallel rails providing a runway for wheels.

track

ଅର୍ଥ : ରେଳଗାଡ଼ି ଯାତାୟତର ମାର୍ଗ

ଉଦାହରଣ : ଦିଲ୍ଲୀ ଭାରତର ଅନେକ ସହରସହିତ ସିଧାସଳଖ ରେଳମାର୍ଗଦ୍ୱାରା ସଂଯୁକ୍ତ ହୋଇଛି

ସମକକ୍ଷ : ରେଳମାର୍ଗ

रेलगाड़ी के आने-जाने का मार्ग।

दिल्ली भारत के कई शहरों से सीधे रेलमार्ग द्वारा जुड़ा है।
रेल मार्ग, रेलमार्ग

Line that is the commercial organization responsible for operating a system of transportation for trains that pull passengers or freight.

railroad, railroad line, railway, railway line, railway system