ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟ୍ରେକ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟ୍ରେକ୍‌   ବିଶେଷ୍ୟ

ଅର୍ଥ : ରେଳଗାଡ଼ି ଚାଲୁଥିବା ଲୁହାର ସମାନାନ୍ତର ଲମ୍ବା ଓ ଓସାରିଆ ଧାରଣା

ଉଦାହରଣ : ଆମ ସହର ଦେଇ ନୂଆ ରେଳଧାରଣା ବିଛା ହେଉଛି

ସମକକ୍ଷ : ରେଳ ପଟରି, ରେଳ ଲାଇନ୍‌, ରେଳଧାରଣା, ରେଳପଥ, ରେଳରାସ୍ତା

लोहे की वे लम्बी समानान्तर छड़ें जिन पर रेलगाड़ी के पहिए दौड़ते हैं।

हमारे शहर से होकर नयी पटरी बिछाई जा रही है।
ट्रैक, पटरी, रेल पटरी, रेल पथ, रेल लाइन, रेलपथ, रेललाइन, रेलवे लाइन, लाइन

A pair of parallel rails providing a runway for wheels.

track