ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରେଣୁକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରେଣୁକା   ବିଶେଷ୍ୟ

ଅର୍ଥ : ସମ୍ଭାଳୁର ମଞ୍ଜି

ଉଦାହରଣ : କପିଳାର ବ୍ୟବହାର ଔଷଧରୂପେ ହୋଇଥାଏ

ସମକକ୍ଷ : କପିଳା

सँभालू के बीज।

कपिला का उपयोग औषध के रूप में होता है।
कपिला, रेणुका, रेनुका

ଅର୍ଥ : ଗୋଟିଏ ପ୍ରକାରର ସୁଗନ୍ଧିତ ବସ୍ତୁ

ଉଦାହରଣ : ଧାର୍ମିକ ଅନୁଷ୍ଠାନ ମାନଙ୍କରେ ରେଣୁକାର ବ୍ୟବହାର ହୋଇଥାଏ

एक तरह की सुगंधित वस्तु।

रेणुका का उपयोग धार्मिक अनुष्ठानों में किया जाता है।
अभीष्टा, खरनादिनी, नंदिनी, नन्दिनी, रेणुका, रेनुका, वरा, हेमगंधिनी, हेमगन्धिनी, हेमवती

ଅର୍ଥ : ଏକ ତୀର୍ଥ

ଉଦାହରଣ : ରେଣୁକା ସହ୍ୟାଦ୍ରି ପର୍ବତରେ ଅଛି

एक तीर्थ।

रेणुका सह्याद्रि पर्वत में है।
रेणुका, रेनुका

A place of worship hallowed by association with some sacred thing or person.

shrine

ଅର୍ଥ : ପର୍ଶୁରାମଙ୍କର ମାତା

ଉଦାହରଣ : ରେଣୁକା ଜମଦଗ୍ନି ଋଷିଙ୍କ ପତ୍ନୀ ଥିଲେ

परशुराम की माता।

रेणुका जमदग्नि ऋषि की पत्नी थीं।
रेणुका, रेनुका

An imaginary being of myth or fable.

mythical being